Saturday, June 13, 2026
Latest Fact Checks

International

ସୋସିଆଲ ମିଡିଆରେ ଇରାନ ସରକାରଙ୍କ ବିରୋଧରେ ପୋଷ୍ଟ କରିବାରୁ ଜଣେ ଇରାନୀ ଯୁବକଙ୍କୁ ତାଙ୍କ ଝିଅ ସାମ୍ନାରେ ଫାଶି ଦିଆଯାଉଛି? ଜାଣନ୍ତୁ ସତ୍ୟତା।

ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି ଯେଉଁଥିରେ ଦାବି କରାଯାଇଛି ଯେ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଇରାନ ସରକାରଙ୍କ ବିରୋଧରେ ପୋଷ୍ଟ କରିଥିବାରୁ ନିଜ ଝିଅ ସାମନାରେ ତାଙ୍କୁ ଫାଶୀ ଦିଆ ଯାଇଛି। ଏହି ଫଟୋଟି ଦୁଇଟି ଫଟୋର ଏକ କୋଲାଜ୍, ଗୋଟିଏ ଫଟୋରେ ଜଣେ ବ୍ୟକ୍ତି ବେକରେ ଫାଶୀ ଲଗାଇ ହସୁଥିବା ଦେଖାଯାଉଛି ଏବଂ ଅନ୍ୟ ଫଟୋରେ ଗୋଟିଏ ଛୋଟ ଶିଶୁ ଠିଆ ହୋଇଥିବା ଦେଖାଯାଉଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ […]

ଛୋଟ-ଛୋଟ ଶିଶୁଙ୍କୁ ମାରିଥିବା ଜଣେ ହମାସ୍ ଆତଙ୍କବାଦୀର ଇଜ୍ରାଏଲ୍ ହାତ କାଟିଥିବା ଏବଂ କିଡନୀ ବାହାର କରିଦେଇଥିବା ଦାବି ମିଥ୍ୟା ଅଟେ।

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନରୁ ଯାତ୍ରୀ ମାନଙ୍କୁ ସ୍ଥାନାନ୍ତ କରୁଥିବା ଡେନଭର ସହରର ପୁରୁଣା ଘଟଣାକୁ ଇସ୍ରାଏଲ-ଇରାନ ଯୁଧ୍ୟ ଦାବି ସହିତ ସେୟାର କରା ଯାଉଛି। 

କରାଚିରେ ଆମେରିକୀୟ କନସ୍ୟୁଲେଟ୍ ଉପରେ ଆକ୍ରମଣ କରୁଥିବା ପ୍ରତିବାଦକାରୀ ମାନଙ୍କୁ ପାକିସ୍ତାନ ପୋଲିସ ଗୁଳି କରିଥିବା ଭିଡିଓ ମିଥ୍ୟା ଦାବି ସହିତ ସେଯାର କରା ଯାଉଛି।

ଇସ୍ରାଏଲ-ଇରାନ ଯୁଧ୍ୟର ଏକ ପୁରୁଣା ଭିଡିଓକୁ ସମ୍ପ୍ରତି ସମୟରେ ଇସ୍ରାଏଲ ମିସାଇଲରେ ଇରାନର ଟିଭି ବିଲଡିଙ୍ଗ ଧ୍ଵଂସ ପାଇଥିବା ଦାବି ସହିତ ସେୟାର କରା ଯାଉଛି। 

ଇରାନ ସହିତ ବର୍ତ୍ତମାନର ଯୁଦ୍ଧର ଫୁଟେଜ୍ ଭାବରେ ଇସ୍ରାଏଲ ଦ୍ୱାରା ଲେବାନନ ଉପରେ ପୁରୁଣା ଆକ୍ରମଣର ଭିଡିଓ ଭାଇରାଲ୍

Political

ହୁଗଲି ଇଜେତମା ନାମକ ଇସଲାମିକ୍ ଆଧ୍ୟାତ୍ମିକ ସମାବେଶର ପୁରୁଣା ଭିଡିଓକୁ ବେଙ୍ଗଲରୁ ମୁସ୍ଲିମ ମାନେ ନିର୍ବାସନ କରୁଥିବା ଦାବି ସହିତ ସେୟାର କରା ଯାଉଛି।

ନିକଟରେ ସୋସିଆଲ ମିଡିଆରେ ଏକ ବିଶାଳ ଭିଡ଼ର ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଭିଡିଓ ସେୟାର କରି ୟୁଜର ମାନେ ଦାବି କରୁଛନ୍ତି ଯେ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ଜିତିବା ପରେ, ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ହେବା ପରେ ସେଠାରୁ ମୁସ୍ଲିମ ମାନେ ନିର୍ବାସନ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ହୁଗଲି ଇଯେତମା ନାମକ ଇସଲାମିକ୍ ଆଧ୍ୟାତ୍ମିକ ସମାବେଶର ପୁରୁଣା ଭିଡିଓକୁ ବେଙ୍ଗଲରୁ ମୁସ୍ଲିମ ମାନେ ନିର୍ବାସନ […]

ଇନ୍ଦିରା ଗାନ୍ଧୀଙ୍କ ଶବ ନିକଟରେ ରାଜୀବ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ କଲମା ପଢୁଥିବା ଦାବି ମିଥ୍ୟା ଅଟେ। 

ରାଜୀବ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କର ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଫଟୋରେ ରାହୁଲ ଗାନ୍ଧୀ ଏବଂ ରାଜୀବ ଗାନ୍ଧୀ ମୁସ୍ଲିମ ଧର୍ମ ପରି ହାତ ଜୋଡ଼ି ଏକ ଶବଦାହ ସମାବେଶରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି।  ଦାବି କରା ଯାଉଛି ଯେ ଏହା ଇନ୍ଦିରା ଗାନ୍ଧୀଙ୍କର ଶବଦାହ ସମାବେଶ ଯେଉଁଥିରେ ରାଜୀବ ଏବଂ ରାହୁଲ ଗାନ୍ଧୀ କଲମା ପଢୁଥିବା ଦେଖିବାକୁ ମିଳିଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲିଜାଣିବାକୁ […]

Social

ଜାପାନର ଜାଙ୍ଗମି ବାତ୍ୟା ସମୟର ଭିଡିଓକୁ ଫିଲିପାଇନ୍ସରେ ଭୂମିକମ୍ପ ପରେ ସୁନାମୀ ସୃଷ୍ଟି ହୋଇଥିବା ଦାବି ସହିତ ସେୟାର କରା ଯାଉଛି। 

୮ ଜୁନ୍ ୨୦୨୬ ରେ ଫିଲିପାଇନ୍ସରେ ୭.୮ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା, ଯାହା ଫଳରେ ସୁନାମି ସତର୍କତା ଜାରି ହୋଇଥିଲା, ଯେଉଁଥିରେ ୩୫ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୦୦ ରୁ ଅଧିକ ଆହତ ହୋଇଥିଲେ। ଏହି ପୃଷ୍ଠଭୂମିରେ, ଫିଲିପାଇନ୍ସରେ ୭.୮ ତୀବ୍ରତାର ଭୂମିକମ୍ପ ପରେ କ୍ୟାମେରାରେ କଏଦ ହୋଇଥିବା ସୁନାମି ତରଙ୍ଗର ଫୁଟେଜ୍ ବୋଲି ଦାବି କରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ […]

ନେପାଲର ଏକ ମକ୍ ଡ୍ରିଲ୍ ଭିଡିଓକୁ ପଶ୍ଚିମବଙ୍ଗ-ବାଂଲାଦେଶ ସୀମାର ସମ୍ପ୍ରତି ଷ୍ଟିଠି ଦାବି ସହିତ ସେୟାର କରା ଯାଉଛି। 

ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି (ବିଜେପି) କ୍ଷମତାକୁ ଆସିବା ପରଠାରୁ, ବାଂଲାଦେଶ ସୀମାରେ ଅବୈଧ ପ୍ରବାସୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ତୀବ୍ର ହୋଇଛି। ଏହି ପୃଷ୍ଠଭୂମିରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସୈନିକମାନେ ଏକ କ୍ଷେତରେ ଭିଡ଼କୁ ଅସ୍ତ୍ର ଦେଖାଉଛନ୍ତି। ଭିଡିଓ ସେୟାର କରୁଥିବା ୟୁଜରମାନେ ଦାବି କରୁଛନ୍ତି ଯେ ପଶ୍ଚିମବଙ୍ଗ-ବାଂଲାଦେଶ ସୀମାରେ ସୀମା ସୁରକ୍ଷା ବଳ (ବିଏସଏଫ) ଆକ୍ସନ ମୋଡରେ ଦେଖାଯାଉଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ […]

ଅଞ୍ଜନା ଓମ କଶ୍ୟପଙ୍କ ବିରୋଧରେ ପ୍ରତିବାଦର ପୁରୁଣା ଭିଡିଓକୁ ନିକଟରେ ତାଙ୍କର ଅନ୍ଲାଇନ ଶିକ୍ଷକଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ସହିତ ଯୋଡ଼ି ସେୟାର କରା ଯାଉଛି।

ସାମ୍ବାଦିକା ଅଞ୍ଜନା ଓମ୍ କଶ୍ୟପ ୟୁଟ୍ୟୁବ ଶିକ୍ଷକମାନଙ୍କୁ ସମାଲୋଚନା କରି ବିବାଦ ସୃଷ୍ଟି କରିଥିଲେ। ସେ କହିଥିଲେ ଯେ ସେମାନଙ୍କ ମଧ୍ୟରୁ ଅନେକ ପ୍ରକୃତ ଜ୍ଞାନ ଏବଂ ଶିକ୍ଷାଦାନ ଅପେକ୍ଷା ମତାମତ ଏବଂ ଧ୍ୟାନ ଆକର୍ଷଣ କରିବାରେ ଅଧିକ ଧ୍ୟାନ ଦିଅନ୍ତି। ତାଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଏବଂ ଏହି ମନ୍ତବ୍ୟ ନ୍ୟୁଜ୍ ଆଙ୍କରଙ୍କ ବିରୁଦ୍ଧରେ ଏକ ବିଶାଳ ଆନ୍ଦୋଳନ ଆରମ୍ଭ କରିଥିଲା। ଏହି ପ୍ରସଙ୍ଗରେ, ଆଜି ତକ୍ ସାମ୍ବାଦିକଙ୍କ ପୋଷ୍ଟରରେ ଚପଲର ହାର […]

VERIFY IMAGES AND VIDEOS ON YOUR WHATSAPP

ଜାପାନର ଜାଙ୍ଗମି ବାତ୍ୟା ସମୟର ଭିଡିଓକୁ ଫିଲିପାଇନ୍ସରେ ଭୂମିକମ୍ପ ପରେ ସୁନାମୀ ସୃଷ୍ଟି ହୋଇଥିବା ଦାବି ସହିତ ସେୟାର କରା ଯାଉଛି। 

ନେପାଲର ଏକ ମକ୍ ଡ୍ରିଲ୍ ଭିଡିଓକୁ ପଶ୍ଚିମବଙ୍ଗ-ବାଂଲାଦେଶ ସୀମାର ସମ୍ପ୍ରତି ଷ୍ଟିଠି ଦାବି ସହିତ ସେୟାର କରା ଯାଉଛି। 

ଅଞ୍ଜନା ଓମ କଶ୍ୟପଙ୍କ ବିରୋଧରେ ପ୍ରତିବାଦର ପୁରୁଣା ଭିଡିଓକୁ ନିକଟରେ ତାଙ୍କର ଅନ୍ଲାଇନ ଶିକ୍ଷକଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ସହିତ ଯୋଡ଼ି ସେୟାର କରା ଯାଉଛି।

ଅଞ୍ଜନା ଓମ କଶ୍ୟପଙ୍କ ବିରୋଧରେ ପ୍ରତିବାଦର ପୁରୁଣା ଭିଡିଓକୁ ସାମ୍ପ୍ରତିକ ସମୟରେ ଅନ୍ଲାଇନ ଶିକ୍ଷକଙ୍କ ବିରୋଧରେ ତାଙ୍କ ମନ୍ତବ୍ୟ ଘଟଣା ଦାବି ସହିତ ସେୟାର କରା ଯାଉଛି। 

ହୁଗଲି ଇଜେତମା ନାମକ ଇସଲାମିକ୍ ଆଧ୍ୟାତ୍ମିକ ସମାବେଶର ପୁରୁଣା ଭିଡିଓକୁ ବେଙ୍ଗଲରୁ ମୁସ୍ଲିମ ମାନେ ନିର୍ବାସନ କରୁଥିବା ଦାବି ସହିତ ସେୟାର କରା ଯାଉଛି।

Recent Fact Checks